Author: NAZMEEN PARWEEN

୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ଭତ୍ତା ରାଶି । ସରକାରଙ୍କ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ଅନେକ ସୁବିଧା କରାଯାଉଛି । କିନ୍ତୁ କିଛି କିଛି ସ୍ଥାନରେ ଦିବ୍ୟାଙ୍ଗମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାହିଁକି ନା ସେମାନଙ୍କ ପାଖରେ ନାହିଁ ଦିବ୍ୟାଙ୍ଗ ପ୍ରମାଣପତ୍ର । ତେବେ କିଛି ଦିବ୍ୟାଙ୍ଗମାନଙ୍କୁ ପ୍ରକୃତ ପ୍ରମାଣ ପତ୍ର ମିଳିନଥିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ଦିବ୍ୟାଙ୍ଗ । କିଛିଦିନ ତଳେ ନୟାଗଡ ଜିଲ୍ଲାରେ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଜାଲିଆତି ଧରାପଡ଼ିଥିଲା । ମିଛ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତା ମିଳୁଛି । କିନ୍ତୁ ପ୍ରକୃତ ଦିବ୍ୟାଙ୍ଗଙ୍କୁ ସଠିକ ପ୍ରମାଣ ପତ୍ର ମିଳୁନାହିଁ । ଏନେଇ ୨୦ ରୁ ୩୦ ଜଣ ଦିବ୍ୟାଙ୍ଗ ନୟାଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ନ୍ୟାୟ ପାଇଁ ନଖାଇ ନପିଇ ସେମିତି କାର୍ଯ୍ୟାଳୟ…

Read More