Author: NAZMEEN PARWEEN

ବିଏମ ଡବ୍ଲୁ  X1 LWBଦ୍ଵାରା ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ରେ ଲଞ୍ଚ କରାଯାଇଥିଲା । ଖାସ କଥା ହେଉଛି ଯେ ଏହି BMW କାରକୁ ଭାରତରେ ହିଁ ଏକତ୍ରିତ କରାଯାଇଛି, ଯାହାର ଏକ୍ସ-ସୋରୁମ ପ୍ରାଇସ ୪୯ ଲକ୍ଷ ଟଙ୍କା ରଖାଯାଇଛି । ଏହା ଏକ ଇଲେକ୍ଟ୍ରିକ୍ କାର, ଯାହାର ପ୍ରଡକ୍ସନ ଚେନ୍ନାଇ ପ୍ଲାଣ୍ଟରେ ସ୍ଥାନୀୟ ଭାବରେ କରାଯାଇଛି । BMW ର ଏହି ଇଲେକ୍ଟ୍ରିକ୍ କାର ନିଜର ସେଗମେଣ୍ଟର ସବୁଠାରୁ ଲମ୍ବା କାର୍ ବୋଲି ବିବେଚନା କରାଯାଏ, ଯାହା ଗୋଟିଏ ଚାର୍ଜରେ ୫୩୧ କିଲୋମିଟର ରେଞ୍ଜ ଦେବାକୁ ଦାବି କରେ । ଏହି କାର  ଆପଣଙ୍କୁ ୫ଟି କଲର ଅପ୍ସନ ଦିଆଯାଇଛି ସେଗୁଡିକ ହେଉଛି Mineral White, Skyscraper Gray, M Carbon Black, M Portimao Blue ଏବଂ Sparkling Copper Gray color ସାମିଲ ଅଛି । କାରର ହୁଇଲବେସ ଷ୍ଟାଣ୍ଡାଡ ମଡେଲର ୨୬୯୨ mm ତୁଳନାରେ…

Read More