Author: NAZMEEN PARWEEN

Artificial intelligence (AI): ଆସୋସିଏଟେଡ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ଆସୋଚାମ୍) ସହଯୋଗରେ ସିପିଏ ଅଷ୍ଟ୍ରେଲିଆର ବିଜନେସ୍ ଟେକ୍ନୋଲୋଜି ରିପୋର୍ଟ ୨୦୨୪ ଅନୁଯାୟୀ, ୨୩% ଭାରତୀୟ ବ୍ୟବସାୟ ଏଆଇ କାର୍ଯ୍ୟକାରୀ କରିଥିବା ବେଳେ ୭୩% ୨୦୨୫ରେ ଏହାର ବହାର ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଭାରତ କର୍ମକ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏକୀକରଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏକ ରିପୋର୍ଟରୁ ଜଣାପଡିଛି ଯେ ୯୪% ପେସାଦାର ବିଶ୍ୱାସ କରନ୍ତି ଯେ ଏଆଇ ଦକ୍ଷତା ହାସଲ କରିବା ଦ୍ୱାରା ସେମାନଙ୍କ କ୍ୟାରିୟର ଅଭିବୃଦ୍ଧି ତ୍ୱରାନ୍ୱିତ ହେବ । ଆସୋସିଏଟେଡ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ଆସୋଚାମ୍) ସହଯୋଗରେ ସିପିଏ ଅଷ୍ଟ୍ରେଲିଆର ବିଜନେସ୍ ଟେକ୍ନୋଲୋଜି ରିପୋର୍ଟ ୨୦୨୪ ଅନୁଯାୟୀ, ୨୩% ଭାରତୀୟ ବ୍ୟବସାୟ ଏଆଇ କାର୍ଯ୍ୟକାରୀ କରିଥିବା ବେଳେ ୭୩% ୨୦୨୫ରେ ଏହାର ବ୍ୟବହାର ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ବୃତ୍ତିଗତ…

Read More