Author: NAZMEEN PARWEEN

ପୁରୀର ସୁରଜମଲ ସାହା ମହାବିଦ୍ୟାଳୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। କଲେଜର ୪୫ତମ ବାର୍ଷିକ ଦିବସ ସମାରୋହରେ ଉଦ୍ ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଲେଜ ଭିତ୍ତିଭୂମିର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କା ପ୍ରଦାନ କରିବେ। ଜ୍ଞାନକୁ ପ୍ରକୃତ ଶକ୍ତି ବୋଲି ବର୍ଣ୍ଣନା କରି ଶ୍ରୀ ମାଝୀ କହିଥିଲେ ଯେ ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଜ୍ଞାନ ହେଉଛି ଏକମାତ୍ର ସମ୍ପତ୍ତି କାରଣ କିଛି ବର୍ଷର ଛାତ୍ର ଜୀବନ ଜଣେ ବ୍ୟକ୍ତିର ସମଗ୍ର ଜୀବନକୁ ଦିଗଦର୍ଶନ ଦେଇଥାଏ। ଆଜିର ଶିକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତନ ଆସିଛି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ବର୍ତ୍ତମାନ ନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ଏହାର ସଦୁପଯୋଗ କରିବା ପାଇଁ ପାଠପଢ଼ା ସହିତ ଉପଯୁକ୍ତ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣର…

Read More