What's Hot
Author: NAZMEEN PARWEEN
ପ୍ରି-ରେରା ପ୍ରକଳ୍ପର ଆପାର୍ଟମେଣ୍ଟ ଗୁଡ଼ିକର ସୁରୁଖୁରୁରେ ପଞ୍ଜୀକରଣ ପାଇଁ ଓଡ଼ିଶା ଆଗକୁ ପଦକ୍ଷେପ ନେଉଛି
Pre-RERA Projects:ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ସୂଚନା ଅନୁଯାୟୀ, ରିଅଲ ଇଷ୍ଟେଟ୍ ନିୟାମକ କର୍ତ୍ତୃପକ୍ଷ (ରେରା) କାର୍ଯ୍ୟକାରୀ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ଆପାର୍ଟମେଣ୍ଟର ବିକ୍ରି ଓ କ୍ରୟ କୁ ସୁଗମ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଆଇନ, ୨୦୨୩ ଲାଗୁ କରିଛନ୍ତି। ରାଜ୍ୟରେ ରେରା କାର୍ଯ୍ୟକ୍ଷମ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ଆପାର୍ଟମେଣ୍ଟଗୁଡ଼ିକର କର୍ତ୍ତୃପକ୍ଷଙ୍କ ଦ୍ୱାରା ସୁରୁଖୁରୁରେ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ପରବର୍ତ୍ତୀ ପଦକ୍ଷେପ ନେଇଛନ୍ତି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ସୂଚନା ଅନୁଯାୟୀ, ରିଅଲ ଇଷ୍ଟେଟ୍ ନିୟାମକ କର୍ତ୍ତୃପକ୍ଷ (ରେରା) କାର୍ଯ୍ୟକାରୀ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ଆପାର୍ଟମେଣ୍ଟର ବିକ୍ରି ଓ କ୍ରୟ କୁ ସୁଗମ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଆଇନ, ୨୦୨୩ ଲାଗୁ କରିଛନ୍ତି।୨୦୨୫ ଫେବ୍ରୁଆରି ପହିଲାରେ ଗୃହ ନିର୍ମାଣ ଓ ନଗର…
