Author: NAZMEEN PARWEEN

Anil Kumble : ପାକିସ୍ତାନ ବିପକ୍ଷ ଇନିଂସରେ ଭାରତୀୟ କିମ୍ବଦନ୍ତୀ ଅନିଲ କୁମ୍ବଲେ ଇଂଲଣ୍ଡର ଅଫ୍ ସ୍ପିନର ଜିମ୍ ଲେକରଙ୍କ ସମକକ୍ଷ ହୋଇଛନ୍ତି। ଦିଲ୍ଲୀରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ଅନିଲ କୁମ୍ବଲେ ଗୋଟିଏ ଇନିଂସରେ ସମସ୍ତ ୧୦ ଟି ୱିକେଟ୍ ନେଇଛନ୍ତି । ଗୋଟିଏ ଟେଷ୍ଟ ଇନିଂସରେ ୧୦ ୱିକେଟ୍ ନେଇଥିବା ୩ ବୋଲରଙ୍କ ମଧ୍ୟରୁ କୁମ୍ବଲେ ଅନ୍ୟତମ। ଅନୀଲ କୁମ୍ବଲେ ୬୧୯ ୱିକେଟ୍ ନେଇ ଭାରତର ସର୍ବାଧିକ ୱିକେଟ୍ ନେଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତଥା ପ୍ରଶିକ୍ଷକ ଅନିଲ କୁମ୍ବଲେ ୧୯ ମସିହା ଫେବ୍ରୁଆରି ୭ ତାରିଖରେ ଦିଲ୍ଲୀର ଫିରୋଜଶାହା କୋଟଲାଠାରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ର ଇନିଂସରେ ପାକିସ୍ତାନ ବିପକ୍ଷରେ ୧୦ ୱିକେଟ୍ ନେଇ ଇତିହାସ ରଚିଥିଲେ। ୧୯୫୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ୫୩ ରନ୍ ଦେଇ ୧୦ ୱିକେଟ୍ ନେଇଥିବା ଇଂଲଣ୍ଡର ଜିମ୍ ଲେକରଙ୍କ ପରେ କୁମ୍ବଲେ ଟେଷ୍ଟ କ୍ରିକେଟ୍ ଇତିହାସରେ ଦ୍ୱିତୀୟ ବୋଲର ଭାବେ ଏହି ସଫଳତା…

Read More