Author: Purva Paksha

ସୃଷ୍ଟିଧର ବିଶ୍ୱାଳ ୧୯୨୫ ମସିହା ବିଜୟାଦଶମୀ (ବିକ୍ରମ ସମ୍ବତ ୧୯୮୨)ରେ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନିଜ ସ୍ଥାପନାର ୧୦୦ ବର୍ଷ ପୂର୍ଣ୍ଣ କରିଛି। ସଂଘ ଆଜି ବିଶ୍ୱର ସର୍ବବୃହତ ସାମାଜିକ ସଂଗଠନ ପାଲଟିଛି। ଏହି କାରଣରୁ ସ୍ୱାଭାବିକ ଭାବରେ ସଂଘକୁ ଜାଣିବାର ଉତ୍ସୁକତା ସମାଜରେ ବୃଦ୍ଧି ପାଇଛି। ସଂଘକୁ ଜାଣିବାକୁ ହେଲେ ସଂଘର ସଂସ୍ଥାପକ ଡା. କେଶବ ବଳିରାମ ହେଡଗେୱାରଜୀଙ୍କୁ ଜାଣିବା ଆବଶ୍ୟକ। ଡକ୍ଟରଜୀ ଜନ୍ମଜାତ ଦେଶଭକ୍ତ ଥିଲେ। ସ୍ୱାଧୀନତା ଆନେ୍ଦାଳନର ସମସ୍ତ ପ୍ରୟାସରେ ସେ ସକ୍ରିୟ ଥିଲେ। ତେଣୁ ତାଙ୍କୁ ଦୁଇଥର (୧୯୨୧ ଓ ୧୯୩୦) କାରାବାସ ଭୋଗିବାକୁ ପଡ଼ିଥିଲା। ସଂଘ ସ୍ଥାପନା ସଂଘର ସ୍ଥାନା ଏପରି ସମୟରେ ହୋଇଥିଲା, ଯେତେବେଳେ ଆମ ଦେଶ ସ୍ୱାଧୀନତା ପ୍ରାପ୍ତି ପାଇଁ ସଂଘର୍ଷ କରୁଥିଲା। ଡା.ହେଡଗେୱାରଙ୍କ ସ୍ପଷ୍ଟମତ ଥିଲା କି ରାଷ୍ଟ୍ରର ସ୍ୱତନ୍ତ୍ରତା, ତତ୍‍ପଶ୍ଚାତ୍ ପରମବୈଭବ ପ୍ରାପ୍ତି ତଥା ସମାଜର ବିଭିନ୍ନ ସମସ୍ୟାଗୁଡ଼ିକର…

Read More