Author: Purva Paksha

ବଢ଼ୁଥିବା ଆଭ୍ୟନ୍ତରୀଣ ବିଦ୍ରୋହ, ମୁଖିଆଙ୍କ ଅସୁସ୍ଥତା ଏବଂ ଅସ୍ଥିର ନୀତିରେ ଆକ୍ରାନ୍ତ ଥିବା ବିଜୁ ଜନତା ଦଳ ଆଗକୁ କିପରି ନିର୍ବାଚନ ପ୍ରଚାର କରିବ? କିଏ ଏହାର ମଙ୍ଗ ଧରିବେ ଏବଂ କିଏ ନବୀନଙ୍କ ପକ୍ଷରୁ ପ୍ରଚାର କରିବେ। କାରଣ ୨୦୨୪ ସାଧାରଣ ନିର୍ବାଚନ ଭଳି ଆସନ୍ତା ଉପ ନିର୍ବାଚନରେ ପାଣ୍ଡିଆନ୍‍ ପ୍ରଚାର କରିବେ ନାହିଁ। ଅପରପକ୍ଷେ ନବୀନଙ୍କ ଅସୁସ୍ଥତା ଓ ଅମନଯୋଗୀତା ବି ତାଙ୍କୁ ରଣାଙ୍ଗନରୁ ଦୂରେଇ ରଖିପାରେ। ପୁଣି ଯାହାଙ୍କୁ ଦଳ ଏବେ ମଙ୍ଗ ସମ୍ଭାଳିବାକୁ ପଠାଇଛନ୍ତି ତାଙ୍କୁ ନେଇ ଦଳରେ ଫାଟ ହେଲାଣି। ଏଭଳି ପରିସ୍ଥିତିରେ ନୂଆପଡ଼ାର ରାଜନୀତିରେ କିଏ ହେବେ ମୋଡ଼ ପରିବର୍ତ୍ତନକାରୀ ଚେହେରା? ନା ବିଜେଡି ଭିତରର କନ୍ଦଳ ଯୋଗୁ ନୂଆପଡ଼ା ହାତରୁ ଖସିଯିବ? ନୂଆପଡ଼ାରେ ସରକାରର ଶକ୍ତି ଆଉ ବିରୋଧୀ ଦଳର ଦୁର୍ବଳତା ପରୀକ୍ଷା ନିର୍ବାଚନ କମିଶନ ଦ୍ୱାରା ବିହାର ବିଧାନସଭା ଏବଂ ନୂଆପଡ଼ା ଉପ-ନିର୍ବାଚନ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକମାନେ ସେମାନଙ୍କ…

Read More