Author: Purva Paksha

Mahakumbha: କୁମ୍ଭମେଳାକୁ ବଦନାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଭ୍ରାନ୍ତିକର ଓ ନକଲି ଭିଡିଓ ପୋଷ୍ଟ କରି ଗୁଜବ ପ୍ରଚାର କରୁଥିବା ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ଫେକ୍ ଭିଡିଓ ଓ ମିଥ୍ୟା ଖବର ପୋଷ୍ଟ ଓ ସେୟାର ନକରିବାକୁ ପୁଲିସ ଜନସାଧାରଣଙ୍କୁ ନିବେଦନ କରିଛି। ମହାକୁମ୍ଭକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଉତ୍ତରପ୍ରଦେଶ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରସାରଣ କରୁଥିବା ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ପୋଲିସ ଏଫଆଇଆର ପଞ୍ଜୀକୃତ କରିଛି ଯେଉଁମାନେ ବିଭ୍ରାନ୍ତିକର ଏବଂ ନକଲି ଭିଡିଓ ପୋଷ୍ଟ କରି ଗୁଜବ ପ୍ରଚାର କରୁଥିଲେ। ପୋଲିସର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମହାକୁମ୍ଭକୁ ବଦନାମ କରିବା ପାଇଁ ଏହିସବୁ ଆକାଉଣ୍ଟରୁ କିଛି ଭିଡିଓ ପୋଷ୍ଟ କରାଯାଇଥିଲା ଯାହାର ମହାକୁମ୍ଭ ତ ଛାଡ଼ନ୍ତୁ ଭାରତ…

Read More