Author: Purva Paksha

Pakistan nuclear policy: ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେବା ପରେ ଭାରତ ୧୯୯୯ ମସିହାରେ ପ୍ରଥମ ଥର ପାଇଁ ଆଣବିକ ବ୍ୟବହାର ନ କରିବାକୁ ଘୋଷଣା କରିଥିଲା। ଅର୍ଥାତ୍ ଭାରତ କୌଣସି ପରିସ୍ଥିତିରେ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ। ଦୁନିଆର କେବଳ ୯ଟି ଦେଶଙ୍କ ପାଖରେ ପରମାଣୁ ଅସ୍ତ୍ର ଅଛି, କିନ୍ତୁ ବିଶ୍ୱର ସବୁ ଦେଶ ଆଣବିକ ଯୁଦ୍ଧର ଭୟାବହତାକୁ  ଭୟ କରନ୍ତି। ଯେଉଁ ଦେଶଙ୍କ ପାଖରେ ଏହି ଅସ୍ତ୍ରଶସ୍ତ୍ର ଅଛି ସେମାନଙ୍କ ମଧ୍ୟରେ ପାକିସ୍ତାନ ଏବଂ ଉତ୍ତର କୋରିଆ ଭଳି ଦେଶ ମଧ୍ୟ ଅଛନ୍ତି, ଯେଉଁମାନେ ଟିକେ ଟିକେ କଥାରେ ପରମାଣୁ ଆକ୍ରମଣର ଧମକ ଦେଇଥାନ୍ତି। ଅନ୍ୟପକ୍ଷରେ କିଛି ଦେଶ କେବଳ ବିଶେଷ ପରିସ୍ଥିତିରେ ପରମାଣୁ ଅସ୍ତ୍ର ବ୍ୟବହାର କରିବେ ବୋଲି ଘୋଷଣା କରିଛନ୍ତି। ଆଣବିକ ଅସ୍ତ୍ର ଧାରକ ୯ ରାଷ୍ଟ୍ରଙ୍କ ମଧ୍ୟରେ ଆମେରିକା, ରୁଷ୍‍, ବ୍ରିଟେନ, ଫ୍ରାନ୍ସ, ଚୀନ୍, ଭାରତ, ପାକିସ୍ଥାନ, ଉତ୍ତର କୋରିଆ…

Read More