Author: Purva Paksha

Tesla Factory In India: ଟେସ୍ଲା ଭାରତ ଆସିବା ଖବର ଏବେ ପ୍ରାୟ ନିଶ୍ଚିତ ହୋଇଛି। ଟେସ୍ଲା ଭାରତରେ ନିଜର ସୋ’ରୁମ୍ ଖୋଲି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। କିନ୍ତୁ ଏଲନ୍ ମସ୍କ କ’ଣ ଏହା ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ‘ଧୋକା’ ଦେବାକୁ ଯାଉଛନ୍ତି? ବିଶ୍ୱର ସବୁଠାରୁ ବଡ଼ ଇଲେକ୍ଟ୍ରିକ୍ ଯାନ କମ୍ପାନୀ ଟେସଲା ଏବେ ଭାରତ ଆସିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଲୋନ୍ ମସ୍କ ୨୦୨୨ ମସିହାରୁ ଭାରତରେ ଟେସଲାକୁ ପ୍ରବେଶ କରାଇବାକୁ ଚେଷ୍ଟା କରୁଛନ୍ତି। ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏଲୋନ ମସ୍କଙ୍କ ମଧ୍ୟରେ ଆମେରିକାରେ ସାକ୍ଷାତ୍‍ ହୋଇଥିଲା  ଏବଂ ଗୋଟିଏ ସପ୍ତାହରୁ କମ୍ ସମୟ ମଧ୍ୟରେ, ଟେସଲା ଭାରତରେ ଏହାର ଶୋ’ରୁମ୍ ପାଇଁ ସ୍ଥାନ ଲିଜ୍ ଏବଂ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଏଇଠି ପ୍ରଶ୍ନ ଉଠୁଛି ଭାରତରେ କାରଖାନା ପ୍ରତିଷ୍ଠା କରି କ’ଣ ଏଲୋନ୍ ମସ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

Read More