Author: Purva Paksha

Ukraine war: ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଏହି ଅଞ୍ଚଳରେ କେବେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହିଁନାହାନ୍ତି ବୋଲି କହିବା ସହ ଟ୍ରମ୍ପ କହିଛନ୍ତି, ଏ ଯୁଦ୍ଧ କେବେ ଜିତା ଯାଇପାରିବ ନାହିଁ। ୟୁକ୍ରେନ-ରୁଷ୍‍ ଯୁଦ୍ଧ କେବେ ଜିତା ଯାଇପାରିବ ନାହିଁ। ୟୁକ୍ରେନର ଏକଛତ୍ରବାଦୀ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନ୍‍ସ୍କିଙ୍କ ଯୋଗୁ ଏ ଯୁଦ୍ଧ ଚାଲିଛି। ତାଙ୍କରି ଇଙ୍ଗିତରେ ଆମେରିକା ପ୍ରଶାସନ ୩୫୦ ବିଲିୟନ ଡଲାର ଅର୍ଥାତ୍‍ ପ୍ରାୟ ୩୫ ହଜାର କୋଟି ଡଲାର ଖର୍ଚ୍ଚ କରିଛି। ଜେଲେନ୍‍ସ୍କିଙ୍କ ଏହି ଅହଙ୍କାର ଏବଂ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ନିଦ୍ରା ଯୋଗୁ ୟୁକ୍ରେନ ଭଳି ଦେଶ ଛାରଖାର ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଏହି ଅଞ୍ଚଳରେ କେବେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହିଁନାହାନ୍ତି ବୋଲି କହିବା ସହ ଟ୍ରମ୍ପ କହିଛନ୍ତି, ‘ଏ ଯୁଦ୍ଧ କେବେ ଜିତା ଯାଇପାରିବ ନାହିଁ। ଏହା କେବେ…

Read More