Author: Purva Paksha

Lokpal Order : ହାଇକୋର୍ଟର ଜଣେ ବିଚାରପତିଙ୍କ ବିରୋଧରେ ଦାଖଲ ହୋଇଥିବା ଦୁଇଟି ଅଭିଯୋଗର ଶୁଣାଣି କରି ଗତ ମାସରେ ଲୋକପାଳଙ୍କ ଆଦେଶ କ୍ରମେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। କେନ୍ଦ୍ର ଓ ଲୋକପାଳ ରେଜିଷ୍ଟ୍ରାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ ଗତ ମାସରେ ଲୋକପାଳଙ୍କ ଆଦେଶ ପରେ କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ ଲୋକପାଳଙ୍କ ବ୍ୟାଖ୍ୟା ଭୁଲ୍ ବୋଲି କେନ୍ଦ୍ର କହିଛି ଲୋକପାଳ ଓ ଲୋକାୟୁକ୍ତ ଆଇନ ୨୦୧୩ ଅନୁଯାୟୀ ହାଇକୋର୍ଟ ବିଚାରପତିଙ୍କ ତଦନ୍ତ କରିବାର କ୍ଷମତା ରହିଛି ବୋଲି ଲୋକପାଳଙ୍କ ଆଦେଶକୁ ସୁପ୍ରିମକୋର୍ଟ ଗୁରୁବାର ସ୍ଥଗିତ ରଖିଛନ୍ତି। ଲୋକପାଳଙ୍କ ଆଦେଶକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହି ସୁପ୍ରିମକୋର୍ଟ କେନ୍ଦ୍ର ଓ ଲୋକପାଳ ରେଜିଷ୍ଟ୍ରାରଙ୍କୁ ନୋଟିସ ଜାରି କରିଛନ୍ତି। ଗତ ଜାନୁଆରି ୨୭ ତାରିଖରେ ହାଇକୋର୍ଟର ଜଣେ ଅତିରିକ୍ତ ବିଚାରପତିଙ୍କ ବିରୋଧରେ ଦାଖଲ ହୋଇଥିବା ଦୁଇଟି ଅଭିଯୋଗର ଶୁଣାଣି ବେଳେ ଦୁର୍ନୀତି ନିରୋଧୀ ଲୋକପାଳ ଦେଇଥିବା ନିର୍ଦ୍ଦେଶ…

Read More