Author: Purva Paksha

Delhi CM: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀRekha Rekha ଏବଂ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ରାମଲୀଳା ମଇଦାନରେ ବିଶାଳ କାର୍ଯ୍ୟକ୍ରମରେ ରେଖା ଗୁପ୍ତାଙ୍କ ସମେତ ଅନ୍ୟ ୬ ଜଣ ବିଧାୟକ ଶପଥ ଗ୍ରହଣ କରିଛନ୍ତି ବାଚସ୍ପତି ହେବେ ବିଜେପିର ବରିଷ୍ଠ ନେତା ତଥା ତିନିଥର ବିଧାୟକ ବିଜେନ୍ଦର ଗୁପ୍ତା ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଆସିଲା ବିଜେପି, ୪୮ ଟି ଆସନ ଜିତିଲା ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖା ଗୁପ୍ତା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଐତିହାସିକ ରାମଲୀଳା ମୈଦାନରେ ଏକ ବିଶାଳ ଏକତା ପ୍ରଦର୍ଶନ କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଲାଲ ରଙ୍ଗର ଶାଢୀ ପିନ୍ଧି ଥିବା ଗୁପ୍ତାଙ୍କୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଶପଥ ପାଠ କରାଇଥିଲେ। ଗୁପ୍ତାଙ୍କ ବ୍ୟତୀତ ପ୍ରବେଶ ବର୍ମା,…

Read More