Author: Purva Paksha

Fighter pilot: ଚୀନ୍‍ର ବାୟୁସେନା ଶାଖା ପିପୁଲ୍ସ ଲିବରେସନ ଆର୍ମି ଏୟାରଫୋର୍ସ (ପିଏଲଏଏଏଫ୍) ଏହାର ପାଇଲଟ ଚୟନ ପ୍ରକ୍ରିୟାରେ AI ଚାଳିତ ବାୟୋମେଟ୍ରିକ୍ ସ୍କ୍ରିନିଂକୁ ଅନ୍ତର୍ଭୁକ୍ତ କରିବା ଆରମ୍ଭ କରିଛି। ଏହି ଜ୍ଞାନକୌଶଳ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ବିପଦର ଆକଳନ କରିବ ଏବଂ ପ୍ରାର୍ଥୀଙ୍କ ମାନବ-ମେସିନ୍ ଅନୁକୂଳତା ମୂଲ୍ୟାଙ୍କନ କରିବ ବୋଲି ଆଶା କରାଯାଉଛି। ଚୟନ ସଠିକତାରେ ଉନ୍ନତି ଆଣିବା ପାଇଁ ଏହା ସାଇକୋମେଟ୍ରିକ୍ ଏବଂ ଡାକ୍ତରୀ ପରୀକ୍ଷାକୁ ମଧ୍ୟ ପରିପୂରକ କରିବ। ବ୍ରିଟେନ୍ ଏବଂ ଆମେରିକୀୟ ସେନା ମଧ୍ୟ ସମାନ ଏଆଇ ସହାୟତା ପଦ୍ଧତି ଗ୍ରହଣ କରିସାରିଛନ୍ତି। ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଚୀନ୍ ବହୁତ ଦ୍ରୁତ ଗତିରେ ବିକାଶ କରୁଛି। ସବୁ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବ୍ୟବହାର କରାଯାଉଛି। ଏବେ ଚୀନ୍ ତା’ର ବାୟୁସେନାରେ ପାଇଲଟ ନିଯୁକ୍ତି ପାଇଁ AIକୁ ବାଧ୍ୟତାମୂଳକ କରିଛି। ପିଏଲଏ ଏହାର ୨୦୨୫ ପାଇଲଟ୍ ନିଯୁକ୍ତି କାର୍ଯ୍ୟକ୍ରମରେ AIକୁ ଅନ୍ତର୍ଭୁକ୍ତ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ସଠିକ୍ ପ୍ରାର୍ଥୀ…

Read More