Author: Purva Paksha

Pope Francis: ପୋପ୍ ଫ୍ରାନ୍ସିସ୍ ଅସୁସ୍ଥ ହେବାରୁ ତାଙ୍କୁ ରୋମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଆପଣ ଜାଣନ୍ତି କି କିପରି ଜଣେ ନୂଆ ପୋପ୍ ଚୟନ କରାଯାଏ ଏବଂ ପ୍ରକ୍ରିୟା କ’ଣ? ଜାଣନ୍ତୁ ନିୟମ। ପୋପ୍ ଫ୍ରାନ୍ସିସ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ, ତାଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ସୂଚନାଯୋଗ୍ୟ ଯେ, ୮୮ବର୍ଷୀୟ ପୋପ୍ ଫ୍ରାନ୍ସିସ୍ ବର୍ତ୍ତମାନ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଏବଂ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ସେ ଏହି ପଦବୀରୁ ଇସ୍ତଫା ଦିଅନ୍ତି, ତେବେ ଏହି ପଦବୀ ପାଇଁ ନିର୍ବାଚନ କିପରି ହେବ? ଆସନ୍ତୁ ଜାଣିବା କେମିତି ନିର୍ବାଚିତ ହୁଅନ୍ତି ଖ୍ରୀଷ୍ଟିଆନଙ୍କ ପ୍ରମ୍ମୁଖ ଧର୍ମଯାଜକ। କ’ଣ ପାଇଁ ପରବର୍ତ୍ତୀ ପୋପ୍ କେମିତି ନିର୍ବାଚିତ ହେବେ ବୋଲି ପ୍ରଶ୍ନ ଉଠୁଛି? ପୋପ୍ ଫ୍ରାନ୍ସିସ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ରୋମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…

Read More