Author: Purva Paksha

BJP: ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି ବିଜେପି। ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ତାଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। କ୍ୟାବିନେଟରେ ବିଜେପି ବିଶ୍ୱସ୍ତ କର୍ମୀଙ୍କୁ ପ୍ରାଥମିକତା ଦେଇଥିବାବେଳେ କଂଗ୍ରେସ ଓ ଆପ୍‍ର ପୂର୍ବତନ ମନ୍ତ୍ରୀଙ୍କୁ ସାମିଲ କରାଯାଇ ନାହିଁ। ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କଲା ବିଜେପି। କଂଗ୍ରେସ ଓ ଆପ୍‍ର ପୂର୍ବତନ ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦ ମିଳିନଥିଲା। କପିଲ ମିଶ୍ରଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି। ଦିଲ୍ଲୀରେ ଏକ ନୂତନ ସରକାର ଗଠନ ହୋଇସାରିଛି। ୨୭ ବର୍ଷ ପରେ, ଦିଲ୍ଲୀରେ ବିଜେପି ସରକାର କ୍ଷମତାକୁ ଫେରିଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହିତ ଅନ୍ୟ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ନୂତନ ସରକାରଙ୍କ କ୍ୟାବିନେଟରେ ସଂଗଠନ ପ୍ରତି ଆନୁଗତ୍ୟକୁ ଅଧିକ ଗୁରୁତ୍ୱ ଦେଇଛି ବିଜେପି। ଦଳ କେବଳ ପ୍ରଥମ ଥର ବିଧାୟକ ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରିନାହିଁ, ବରଂ ପ୍ରଥମ…

Read More