Author: Purva Paksha

Eagle: ପୃଥିବୀରେ ଜନ୍ମିତ ପ୍ରତ୍ୟେକ ମନୁଷ୍ୟ ଓ ପ୍ରାଣୀ ମରିବା ନିଶ୍ଚିତ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବାକୁ ଯାଉଛୁ ଯାହାର ମୃତ୍ୟୁ ପୂର୍ବରୁ ପୁନର୍ଜନ୍ମ ହୋଇପାରିବ। ଜାଣନ୍ତୁ ଏହା କେଉଁ ପକ୍ଷୀ… ପୃଥିବୀରେ ଲକ୍ଷ ଲକ୍ଷ ପ୍ରଜାତିର ପ୍ରାଣୀ ଦେଖାଯାଆନ୍ତି। ପ୍ରତ୍ୟେକ ଜୀବର ନିଜସ୍ୱ ବିଶେଷତ୍ୱ ଅଛି। କିନ୍ତୁ ଏସବୁ ସତ୍ତ୍ୱେ, ଗୋଟିଏ ଧ୍ରୁବସତ୍ୟ ରହିଛି। ତାହା ହେଉଛି ‘ମୃତ୍ୟୁ’। ମଣିଷ ହୁଅନ୍ତୁ କିମ୍ବା ପୃଥିବୀରେ ଜନ୍ମ ହୋଇଥିବା ପ୍ରାଣୀ, ସମସ୍ତଙ୍କର ମୃତ୍ୟୁ ନିଶ୍ଚିତ। କିନ୍ତୁ ପୃଥିବୀରେ ଏପରି ଏକ ପକ୍ଷୀ ରହିଛି,ଯିଏ ନିଜ ଜୀବନକାଳରେ ଦୁଇଥର ଜନ୍ମ ନିଏ। ଯିଏ ନିଜ ମୃତ୍ୟୁ ପୂର୍ବରୁ ନିଜ ବୟସ ଦ୍ୱିଗୁଣିତ କରିଦିଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ। ପୃଥିବୀରେ ମାନବ ଜନସଂଖ୍ୟା ୮ଶହ କୋଟି ଅତିକ୍ରମ କରିଥିବାବେଳେ, ଏହି ଗ୍ରହରେ ଅଗଣିତ ପଶୁ ଏବଂ ପକ୍ଷୀ ଅଛନ୍ତି। ଏଭଳି ଅନେକ ପ୍ରାଣୀ ଅଛନ୍ତି…

Read More