Author: Purva Paksha

Jodhpur No two storey house: ରାଜସ୍ଥାନର ଯୋଧପୁରର ଡୋଲି ଗାଁ’ ଏକ ନିଆରା ଗାଁ’। ଏଠାରେ ଆପଣଙ୍କୁ କୌଣସି ଦୁଇମହଲା ଘର ମିଳିବ ନାହିଁ। ଗାଁ’ରେ ବୈରାଗୀ ମହାରାଜଙ୍କ ଦୁଇମହଲା ସମାଧି ରହିଛି, ଯେଉଁଥିପାଇଁ ସମଗ୍ର ଗାଁ’ରେ କେବଳ ଗୋଟିଏ ମହଲା ଘର ନିର୍ମାଣ କରାଯାଏ। ଆସନ୍ତୁ ଜାଣିବା ଏହାର ରହସ୍ୟ କ’ଣ… ଦେଶର ପ୍ରାୟ ୭୦ ପ୍ରତିଶତ ଜନସଂଖ୍ୟା ଗାଁରେ ବାସ କରନ୍ତି। ଦେଶରେ ପ୍ରାୟ ୭ ଲକ୍ଷ ଗାଁ ଅଛି। ଆଜିର ଆଧୁନିକ ଯୁଗରେ, ଅଧିକାଂଶ ଗାଁରେ କଂକ୍ରିଟ୍ ଏବଂ ବହୁତଳ ବିଶିଷ୍ଟ ପ୍ରାସାଦ କିନ୍ତୁ ରାଜସ୍ଥାନର ଯୋଧପୁରରୁ ୩୦ କିଲୋମିଟର ଦୂରରେ ଏମିତି ଏକ ଗାଁ’ ଅଛି, ଯେଉଁଠାରେ ଆପଣ ଗୋଟିଏ ବି ଦୁଇମହଲା ଘର ପାଇବେ ନାହିଁ। ଦୁଇଶହ ବର୍ଷ ତଳେ ଜଣେ ସାଧୁଙ୍କ କହିବା ଅନୁଯାୟୀ ଏହି ଗାଁ’ରେ ଲୋକ ଆଜି ଯାଏ ଦୁଇମହଲା ଘର ତିଆରି କରୁନାହାନ୍ତି। କେବଳ ଏତିକି ନୁହେଁ,…

Read More