Author: Purva Paksha

Earthquake: ବ୍ରହ୍ମପୁର, ବାଲେଶ୍ୱର, କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ବଙ୍ଗୋପସାଗରରେ ମଙ୍ଗଳବାର ସକାଳେ ଓଡ଼ିଶା ସମେତ ରାଜଧାନୀ କୋଲକାତା ସମେତ ପଶ୍ଚିମବଙ୍ଗର କେତେକ ସ୍ଥାନରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୬ଟା ୧୦ମିନିଟରେ ପୁରୀ ନିକଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଏନସିଏସ ପକ୍ଷରୁ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ପ୍ରକାଶିତ ଏକ ପୋଷ୍ଟ ଅନୁଯାୟୀ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗରରେ ୧୯.୫୨ ଉତ୍ତର ଅକ୍ଷାଂଶ ଏବଂ ୮୮.୫୫ ପୂର୍ବ ଦ୍ରାଘିମାରେ ଥିବା ବେଳେ ଏହାର କେନ୍ଦ୍ରସ୍ଥଳ ୯୧ କିଲୋମିଟର ଗଭୀରତାରେ ହୋଇଥିଲା । ବ୍ରହ୍ମପୁର, ବାଲେଶ୍ୱର, କଟକ ଓ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଓଡ଼ିଶା ସାମାନ୍ୟ ଭୂକମ୍ପ ପ୍ରବଣ ଅଞ୍ଚଳରେ ଥିବା ବେଳେ ୫.୧…

Read More