Author: Purva Paksha

BJP Govt: ବିଜେପି ଓଡ଼ିଶାରେ ସରକାର ଗଠନ କରିବା ୟା’ ଭିତରେ ୯ ମାସ ବିତିଛି। ଏହି ସମୟ ଅବଧିରେ କ’ଣ କରିଛନ୍ତି ସରକାର? କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି? ଲୋକଙ୍କ ଆଶା କେତେ ପୂରଣ ହୋଇଛି ଆଉ ଏହା କିପରି ଅନ୍ୟ ସରକାରଙ୍କଠୁ ଭିନ୍ନ ରହିଛି? ଏ ପ୍ରଶ୍ନଗୁଡ଼ିକ ପଚାରିଲେ ଉତ୍ତର ମିଳୁଛି ସୁଭଦ୍ରା ଜପ ଛଡ଼ା ମୋହନ ସରକାରରେ ଆଉକିଛି ଅଧିକ କରିଥିବା ଶୁଣିବାକୁ ମିଳୁନି। ପରିବର୍ତ୍ତନର ଦ୍ୱାହି ଦେଇ ବିଜେପି ଓଡ଼ିଶାରେ ସରକାର ଗଠନ କରିବା ୟା’ ଭିତରେ ୯ ମାସ ବିତିଛି। ଏହି ସମୟ ଅବଧିରେ କ’ଣ କରିଛନ୍ତି ସରକାର? କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି? ଲୋକଙ୍କ ଆଶା କେତେ ପୂରଣ ହୋଇଛି ଆଉ ଏହା କିପରି ଅନ୍ୟ ସରକାରଙ୍କଠୁ ଭିନ୍ନ ରହିଛି? ଏ ପ୍ରଶ୍ନଗୁଡ଼ିକ ପଚାରିଲେ ଉତ୍ତର ମିଳୁଛି ସୁଭଦ୍ରା ଜପ ଛଡ଼ା ମୋହନ ସରକାରରେ ଆଉକିଛି ଅଧିକ କରିଥିବା ଶୁଣିବାକୁ ମିଳୁନି। ପୁଣି…

Read More