Author: Purva Paksha

Harbhajan singh: ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ହରଭଜନ ସିଂହ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରିଥାନ୍ତି। କିନ୍ତୁ ଏଥର ସୋସିଆଲ ମିଡିଆରେ କିଛି ପ୍ରଶଂସକଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହି ମାମଲାରେ ହରଭଜନ ସିଂହ ମଧ୍ୟ ଏତଲା ଦେଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହ ସୋସିଆଲ ମିଡିଆରେ ବେଶ୍‍ ସକ୍ରିୟ। ସେ ପ୍ରାୟତଃ କିଛି ନା କିଛି ସୋସିଆଲ ମିଡିଆରେ ଲେଖିଥାନ୍ତି। ନିକଟରେ ପାକିସ୍ତାନ ଉପରେ ଭାରତର ବିଜୟକୁ ମଧ୍ୟ ସେ ସୋସିଆଲ ମିଡିଆରେ ସେଲିବ୍ରେଟ୍ କରିଥିଲେ। ସେ ଏକ ଟ୍ୱିଟ୍ କରିଥିଲେ ଯେ, ଇଣ୍ଡିଆ ବିଜୟର ଉତ୍ସବ। ତାଙ୍କର ଏହି ଟ୍ୱିଟ୍ ଉପରେ ଜଣେ ୟୁଜର୍ସ କମେଣ୍ଟ କରିବାକୁ ଯାଇ ହିନ୍ଦି କମେଣ୍ଟ୍ରିକୁ ମଝିକୁ ଟାଣିଥିଲେ। ସେ ଲେଖିଥିଲେ ଯେ,ଏହି ସୁନ୍ଦର ଗ୍ରହରେ ହିନ୍ଦି କମେଣ୍ଟ୍ରି ହେଉଛି ସବୁଠାରୁ ଘଟିଆ ଜିନିଷ ମଧ୍ୟରୁ ଗୋଟିଏ। ଭଜି ୟୁଜର୍ସଙ୍କ ଏହି ମନ୍ତବ୍ୟକୁ ସହଜରେ ନେଇନଥିଲେ।…

Read More