Author: Purva Paksha

Somnath Temple: ଗୁଜୁରାଟର ସୋମନାଥ ଶିବଲିଙ୍ଗକୁ ନେଇ ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଏକ ଆଶ୍ଚର୍ୟ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ ସେ ସୋମନାଥ ମନ୍ଦିରର ପ୍ରାଚୀନ ଅବଶେଷ ପାଇଛନ୍ତି। ଏକ ହଜାର ବର୍ଷ ପୂର୍ବେ ଶିବଲିଙ୍ଗ ଭାଙ୍ଗି ଯାଇଥିଲା। ଜାଣନ୍ତୁ କେଉଁ ସମୟରେ ସୋମନାଥ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା, କେଉଁ ମୁସଲମାନ ଶାସକମାନେ ଏହାକୁ ଟାର୍ଗେଟ କରିଥିଲେ ଏବଂ କେଉଁ ରାଜାମାନେ ଏହାର ପୁନଃନିର୍ମାଣ କରିଥିଲେ। ଗୁଜୁରାଟର ସୋମନାଥ ଶିବଲିଙ୍ଗଙ୍କ ଉପରେ ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସୋମନାଥ ମନ୍ଦିରର ପ୍ରାଚୀନ ଶିବଲିଙ୍ଗର ଅବଶେଷ ମିଳିଥିବା ଦାବି କରିଛନ୍ତି ଶ୍ରୀ ଶ୍ରୀ ରବିଶଙ୍କର। ହଜାର ବର୍ଷପୂର୍ବେ ଶିବଲିଙ୍ଗକୁ ଧ୍ୱଂସ କରାଯାଇଥିଲା, ଯାହାର କିଛି ଅଂଶ ଦକ୍ଷିଣ ଭାରତର ଅଗ୍ନିହୋତ୍ରୀ ବ୍ରାହ୍ମଣ ପରିବାର ନେଇ ଯାଇଥିଲେ। ସେମାନେ ଏହାକୁ ଶିବଲିଙ୍ଗଭାବେ ପୂଜା କରୁଥିଲେ। ଏହି…

Read More