Author: Purva Paksha

Government on whatsapp: ରାଜ୍ୟରେ ଏକ ୟୁନିଫାଏଡ୍ ହ୍ଵାଟ୍ସଆପ୍ ଚାଟ୍‌ବଟ୍‌ ଆରମ୍ଭ ହୋଇଛି। ଏହି ଚାଟ୍‍ବଟ୍‍ ମାଧ୍ୟମରେ ଗୋଟିଏ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ସେବା ପାଇପାରିବେ। ରାଜ୍ୟରେ ଆରମ୍ଭ ହୋଇଛି ହ୍ୱାଟ୍ସଆପ୍‍ ସରକାର। ନାଗରିକ ସେବାଗୁଡ଼ିକୁ ତୁରନ୍ତ ଏବଂ ତ୍ୱରିତ ଦିଗରେ ସମାଧାନ କରିବା ଲାଗି ଏହି ଉଦ୍ୟମ ଆରମ୍ଭ ହୋଇଛି। ଏଥିନେଇ ହ୍ୱାଟ୍ସଆପ୍‍ ସେବା ପ୍ରାଦାନକାରିୀ ସଂସ୍ଥା ମେଟା ଇଣ୍ଡିଆ ସହ ଓଡ଼ିଶା ସରକାର ବୁଝାମଣା ସ୍ୱାକ୍ଷର କରିଛନ୍ତି। ହ୍ୱାଟ୍ସଆପ୍‍ ମାଧ୍ୟମରେ ସେବା ପାଇବା ଲାଗି ଦେଶର ତୃତୀୟ ରାଜ୍ୟଭାବେ ଓଡ଼ିଶା ସାମିଲ ହୋଇଛି। ପୂର୍ବରୁ ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ଏହା କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ରାଜ୍ୟରେ ଏକ ୟୁନିଫାଏଡ୍ ହ୍ଵାଟ୍ସଆପ୍ ଚାଟ୍‌ବଟ୍‌ ଆରମ୍ଭ ହୋଇଛି। ଏହି ଚାଟ୍‍ବଟ୍‍…

Read More