Author: Purva Paksha

Madhubala: ମଧୁବାଲା ହେଉଛନ୍ତି ସେହି ଅଭିନେତ୍ରୀ ଯିଏ କି ସବୁଠାରୁ ସୁନ୍ଦର ଏବଂ ଶକ୍ତିଶାଳୀ ଅଭିନେତ୍ରୀ ଭାବରେ ବିବେଚିତ ହୋଇଥିଲେ। ଯେତେବେଳେ ବି ସେ ସେଟ୍‍କୁ ଆସନ୍ତି, ଲାଇଟ୍ ମ୍ୟାନ୍ ତାଙ୍କ ସୌନ୍ଦର୍ଯ୍ୟ ଦେଖି ତଳେ ପଡ଼ିଯାଉଥିଲେ ଏବଂ ଶମ୍ମି କପୁର ତାଙ୍କ ସୌନ୍ଦର୍ଯ୍ୟ ଦେଖି ତାଙ୍କ ସଂଳାପ ମଧ୍ୟ ଭୁଲି ଯାଉଥିଲେ। ଏହା କୁହାଯାଏ ଯେ ପ୍ରେମରେ ପଡ଼ିବା ଏତେ ସହଜ ନୁହେଁ। ଯେଉଁଠି ତ୍ୟାଗ ଥାଏ ସେଠାରେ ହିଁ ପ୍ରକୃତ ପ୍ରେମ। ଏମିତି କିଛି ଘଟିଛି ଜଣେ ସୁନ୍ଦରୀ ଅଭିନେତ୍ରୀଙ୍କ ସହ। ଯାହାଙ୍କ ଜୀବନ ବହୁତ ଛୋଟ ଥିଲା। କିନ୍ତୁ ଏହି କ୍ଷୁଦ୍ର ଯାତ୍ରାରେ ସେ କୋଟି କୋଟି ଲୋକଙ୍କୁ ପାଗଳ କରିଦେଇଥିଲେ। କେବଳ ସାଧାରଣ ଲୋକ ନୁହଁନ୍ତି, ହଲିଉଡ୍‍ ମଧ୍ୟ ତାଙ୍କ ପାଇଁ ପାଗଳ ହୋଇଯାଇଥିଲା। କପୁର ପରିବାରର ପ୍ରିୟ ପୁଅ ମଧ୍ୟ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। କିନ୍ତୁ ଏହି ପ୍ରେମ ଅସମ୍ପୂର୍ଣ୍ଣ ରହିଗଲା। କାରଣ…

Read More