Author: Purva Paksha

କିଛିଦିନ ହେଲା ଓଡ଼ିଶାରେ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍‍ ରାଜ୍ୟରେ ପୁଣି ଚର୍ଚ୍ଚାର ପରିଧିକୁ ଆସିଛନ୍ତି। କେହି କହୁଛନ୍ତି ସେ ପୁଣିଥରେ ଆଇଏଏସ୍‍କୁ ଫେରିବେ, ଆଉ କେହି କହୁଛନ୍ତି ସେ ଏକ ଆନ୍ତର୍ଜାତିକ ସଂସ୍ଥାରେ କାର୍ଯ୍ୟ କରିବାକୁ ବିଦେଶ ଯିବେ। ଏବେ ନିର୍ବାଚନ ଋତୁ ନ ଥିବାରୁ ଏହି ଆକଳନ, ଅନୁମାନ ସତ୍ୟ ହୋଇପାରେ। କିନ୍ତୁ ନବୀନଙ୍କ ସେବକ ପାଲଟିଥିବା ବିଜେଡିର ଏହି ପାଣ୍ଡିଆନ୍‍ ଅଘୋଷିତ ସର୍ବେସର୍ବା ହୋଇଥିବା ସ୍ପଷ୍ଟ। ସେଥିଲାଗି ନିଜର ଗୁରୁ, ସାଧାରଣ ଜନତା ତଥା ଯେଉଁ ମାଟିର ସେବା କରିବା ପାଇଁ ସେ ଶପଥ ନେଇଥିଲେ ସେଥିରୁ ବିଚ୍ୟୁତ ହେଉଛନ୍ତି। ଏମିତି ଆଉ ଜଣେ ଆଇଏଏସ୍‍ ଅଧିକାରୀ ବି ଅତୀତରେ ଛଟପଟ ହୋଇ ବିଦେଶ ଚାଲି ଯାଇଥିଲେ।, ଆଜି ସେ କଥା ଆଲୋଚନା କରିବା। ମୁଁ ବର୍ତ୍ତମାନର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କଥା କହୁଛି। ଯେମିତି ତାମିଲ୍‍ନାଡ଼ୁ ରାଜ୍ୟର ମଦୁରାଇ ଜିଲ୍ଲା ଅନ୍ତର୍ଗତ କୋଟମପଟ୍ଟି ଗାଁ’ର ଭୈରବ କାର୍ତ୍ତିକେୟନ…

Read More