Author: Purva Paksha

Bangladesh: ବାଂଲାଦେଶର ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରି ମୋହମ୍ମଦ ୟୁନୁସ କହିଛନ୍ତି ଯେ ବାଂଲାଦେଶରେ ତାଙ୍କ ପ୍ରଶାସନ ବିରୁଦ୍ଧରେ “ଗୁଜବର ଏକ ଧାରା” ଚାଲିଛି। ଏପରି ପରିସ୍ଥିତିରେ ବାଂଲାଦେଶରେ ପ୍ରକୃତରେ କ’ଣ ଚାଲିଛି ତାହା ଜାଣିବା ଜରୁରୀ ହୋଇପଡ଼ିଛି। ବାଂଲାଦେଶରେ ସାମରିକା ବିଦ୍ରୋହ ଆଶଙ୍କା  କରାଯାଉଛି। କୁହାଯାଉଛି ଯେ ବାଂଲାଦେଶ ସେନା ବିଦ୍ରୋହର ପ୍ରସ୍ତୁତି କରୁଛି। ପ୍ରମାଣସ୍ୱରୂପ ରାଜଧାନୀ ଢାକା ସମେତ ଅନେକ ସହରର ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ବାଂଲାଦେଶୀ ସେନା ରାସ୍ତାରେ ଫ୍ଲାଗ୍ ମାର୍ଚ୍ଚ କରୁଥିବା ଦେଖାଯାଇଛି। ଏହା ବ୍ୟତୀତ ବାଂଲାଦେଶ ସେନାର ଏକ ଜରୁରୀକାଳୀନ ବୈଠକ ବାବଦରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏବେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମୋହମ୍ମଦ ୟୁନୁସ ମଧ୍ୟ ସାମରିକ ବିଦ୍ରୋହ ଦାବି ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ବାଂଲାଦେଶର ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବାଂଲାଦେଶରେ ତାଙ୍କ ପ୍ରଶାସନ ବିରୁଦ୍ଧରେ…

Read More