Author: Purva Paksha

War between Rupee and Dollar: ବିଶେଷଜ୍ଞଙ୍କ ମତ ଅନୁସାରେ, ବିଦେଶୀ ନିବେଶକଙ୍କ ନିବେଶ ଯୋଗୁଁ ଟଙ୍କାର ମୂଲ୍ୟରେ ଏହି ଉଛାଳ ଦେଖାଯାଇଛି। ବିଶେଷଜ୍ଞଙ୍କ ମତ ଅନୁସାରେ, ଡଲାର ଓ ଟଙ୍କା ମଧ୍ୟରେ ଆର୍ଥିକ ବର୍ଷର ଶେଷ, ଅର୍ଥାତ୍ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଏହିପରି ଟଣାଓଟରା ଲାଗି ରହିବ। ଟଙ୍କା ଓ ଡଲାର ମଧ୍ୟରେ ଜବରଦସ୍ତ ଯୁଦ୍ଧ ଆରମ୍ଭ ହୋଇଛି। ଏହି ଯୁଦ୍ଧରେ ଉଭୟ ପକ୍ଷରୁ ଆକ୍ରମଣ ଚାଲିଛି। ମଙ୍ଗଳବାର ଦିନ ଟଙ୍କାରେ ହ୍ରାସ ଦେଖାଗଲା ଏବଂ ବୁଧବାର ସକାଳୁ ସକାଳୁ ଯେଉଁପ୍ରକାରର ସଂକେତ ଆସୁଥିଲା, ସେଥିରୁ ଲାଗୁଥିଲା ଯେ ଟଙ୍କା, ଡଲାର ସାମ୍ନାରେ ଲଗାତାର ଦ୍ୱିତୀୟ ଦିନ ଆଣ୍ଠେଇବ। କିନ୍ତୁ ତାହା ହେଲା ନାହିଁ। ସନ୍ଧ୍ୟା ହେବାବେଳକୁ ଟଙ୍କା ଜୋରଦାର କମବ୍ୟାକ୍ କଲା ଏବଂ ଡଲାର ତୁଳନାରେ  ତୀବ୍ର ବୃଦ୍ଧି ସହିତ ବନ୍ଦ ହେଲା। ବିଶେଷଜ୍ଞଙ୍କ ମତ ଅନୁସାରେ, ବିଦେଶୀ ନିବେଶକଙ୍କ ନିବେଶ ଯୋଗୁଁ ଟଙ୍କାର ମୂଲ୍ୟରେ ଏହି ଉଛାଳ…

Read More