Author: Purva Paksha

ଗତ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପରଠାରୁ ବିଜେଡି ଆଉ ଏକ ହୋଇ ନାହିଁ। ଭିନ୍ନ ଭିନ୍ନ ଭାଗ ଓ ଉପଭାଗରେ ଏହାର ବିଭାଜନ ଘଟିଛି। ଯେଉଁ ଦଳ ଦିନେ ରାଷ୍ଟ୍ରୀୟ ରାଜନୀତିର ଏକ ପ୍ରମୁଖ ବିନ୍ଦୁ ଥିଲା ଆଜି ତାହା ଦେଶର ପ୍ରତିଟି ଘଟଣାରେ ଭାଗ ବାଣ୍ଟି ହୋଇଯାଇଥିବା ନଜରକୁ ଆସିଛି। ବିଶେଷକରି ମୁସଲମାନ ତୋଷଣ ନୀତିରେ ବିଜେଡି ନିଜକୁ ତଳିତଳାନ୍ତ କରୁଥିବା ସ୍ପଷ୍ଟ ହେଉଛି। ବିଜେଡିରେ ଏପରି କିଛି ନେତା ଯେଉଁମାନେ ଅତୀତରେ କିମ୍ବା ବର୍ତ୍ତମାନରେ ନିର୍ବାଚନ ରାଜନୀତି ସହ ସମ୍ପର୍କ ହିଁ ରଖନ୍ତି ନାହିଁ। ସେମାନେ ଏହି ଦଳକୁ ଅକଳ ଅବସ୍ଥାରେ ପକାଇ ସର୍ବସାଧାରଣରେ ନିନ୍ଦିତ କରୁଛନ୍ତି। ଏମିତି ନେତାଙ୍କ ତାଲିକାରେ ସଦ୍ୟତମ ଭାଗିଦାର ହେଉଛନ୍ତି ସାଂସଦ ସୁଲତା ଦେଓ, ଯାହାଙ୍କ ଯୋଗୁ ବରିଷ୍ଠ ବି ହରଡ଼ଘଣାରେ ପଡ଼ିଛନ୍ତି। ସୁଲତା ଦେଓ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ କ୍ୟାମ୍ପର ଅନ୍ୟତମ ପ୍ରବକ୍ତା ତଥା ହିତାଧିକାରୀ। ଯେତେବେଳେ ବିଜେଡି ରାଜନୀତିରେ ପାଣ୍ଡିଆନ୍‍…

Read More