Author: Purva Paksha

ଭାରତ ସରକାରଙ୍କ ଚାକିରିରେ ସବୁଠାରୁ ସମ୍ମାନଜନକ, କ୍ଷମତାଶାଳୀ ସେବା ଭାବେ ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ୍‍କୁ ଗ୍ରହଣ କରାଯାଏ। ଦେଶର ଉତ୍କୃଷ୍ଟ ମେଧାମାନଙ୍କୁ କଠିନ ପରୀକ୍ଷା ମାଧ୍ୟମରେ ଏହି ସେବା ପାଇଁ ଚିହ୍ନଟ କରାଯାଏ। ଆଉ ଏହି ସେବା ପାଇଁ ବଛା ହେବା ପରେ ଅନେକ ଆନନ୍ଦ, ଖୁସି ଜୁଆର ଭଳି ଏକାଠି ଆସି ସମ୍ପୃକ୍ତ ଛାତ୍ରର ଜୀବନକୁ ବଦଳାଇ ଦେଇଥାଏ, ଆଶା ଥାଏ ଏହି ଆଶୀର୍ବାଦ ପାଇଥିବା ଉତ୍କୃଷ୍ଟ ମେଧାଟି ଦେଶର ଅନ୍ୟମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ଏହା କେତେ ସମ୍ଭବ ହୁଏ, ବା ନ ହୁଏ ତାହା ଆଜି ଚର୍ଚ୍ଚାର ବିଷୟ ନୁହେଁ, କିନ୍ତୁ ୧୬୭ ବର୍ଷର ଏହି ପୁରୁଣା ସେବାରେ ଥିବା ବରିଷ୍ଠ ଅଧିକାରୀମାନେ ଯେ ଆଜି ନିରାଶା ଦେଇ ଗତି କରୁଛନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି, ତାହା ପୁଣି ୧୯୯୬ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଉଷା ପାଢ଼ୀଙ୍କ କ୍ଷେତ୍ରରେ। ସରକାରଙ୍କ…

Read More