Author: Purva Paksha

ବିଶ୍ୱର ସାମରିକ ଇତିହାସରେ ଏପରି କିଛି ମୁହୂର୍ତ୍ତ ରହିଛି ଯେଉଁଥିରେ ଏକ ଅସ୍ତ୍ରର ପରୀକ୍ଷଣ ସାରାପୃଥିବୀର ଶକ୍ତି ସନ୍ତୁଳନକୁ ଭୟଭୀତ କରିଦେଇଛି। ୨୦୨୫ ଅକ୍ଟୋବର ଶେଷ ସପ୍ତାହରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯେତେବେଳେ ଘୋଷଣା କଲେ ଯେ ତାଙ୍କ ଦେଶ ପୋସେଡନ୍ ସୁପର ଟର୍ପେଡୋର ସଫଳ ପରୀକ୍ଷଣ କରିଛି, ସେହି ଖବର ଆମେରିକା ଓ ନାଟୋ ଦେଶଗୁଡ଼ିକୁ ଅସ୍ଥିର କରିଦେଇଛି। ଏହା କେବଳ ଏକ ସାଧାରଣ ଅସ୍ତ୍ର ନୁହେଁ, ବରଂ ଏହାକୁ ବିଶ୍ୱର ସବୁଠାରୁ ବିନାଶକାରୀ ସମୁଦ୍ର ଆଧାରିତ ପରମାଣୁ ଯନ୍ତ୍ର ଭାବରେ ବର୍ଣ୍ଣନା କରାଯାଉଛି— ଯାହା ସମୁଦ୍ର ତଳୁ ଉପକୂଳ ସହରଗୁଡ଼ିକୁ ସୁନାମି ଏବଂ ବିକିରଣଦ୍ୱାରା ସଫା କରିଦେବାକୁ ସକ୍ଷମ। ଏହାକୁ ରୁଷ ନିଜ ଭାଷାରେ କହୁଛି– “ଡୁମ୍‍ସଡେ ମେସିନ୍”— ଅର୍ଥାତ୍, ଏକ ଏମିତି ଅସ୍ତ୍ର ଯାହା ସମ୍ପୂର୍ଣ୍ଣ ସଭ୍ୟତାକୁ ସମାପ୍ତ କରିପାରେ। ଏହାର ଜବାବ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ ପରମାଣୁ ଅସ୍ତ୍ର ପରୀକ୍ଷଣ…

Read More