Author: Purva Paksha

୭ରୁ ୯ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ରଣକ୍ଷେତ୍ରରୁ ଗଣମାଧ୍ୟମ ପର୍ଯ୍ୟନ୍ତ ଲଢ଼େଇ। ମାଳମାଳ ଡ୍ରୋନ୍ ଯଦି ଭାରତର ୧୫ରୁ ଅଧିକ ସହର ଉପରେ ଛାଇ ରହିଥିଲେ, ତେବେ ଭାରତୀୟ ଡ୍ରୋନ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଥିଲା। ଆତଙ୍କ ଏମିତି ଯେ, ପାକିସ୍ତାନୀ ତାକୁ ଆସମାନୀ ବିଜଲି କହିବାକୁ ଲାଗିଥିଲେ। ଭାରତୀୟ ସୁପରସୋନିକ୍ ମିସାଇଲ ଓ ଡ୍ରୋନର କାଟ ପାକିସ୍ତାନ ପାଖରେ ନ ଥିଲା। ପାକିସ୍ତାନୀ ଏୟାରଡିଫେନ୍ସ ସିଷ୍ଟମଠାରୁ ସାମରିକ ବିମାନଘାଟି ସବୁ ଉପରେ ଭାରତ କରିଥିଲା, ଜବରଦସ୍ତ ପ୍ରହାର। କିନ୍ତୁ ପାକିସ୍ତାନର ପାଲଟା ଆକ୍ରମଣକୁ ଆକାଶରେ ହିଁ ଉଡ଼ାଇ ଦେଇଥିଲା ଏସ-୪00। ତଥାପି ପାକିସ୍ତାନ ଆକ୍ରମଣ ଜାରି ରଖିଥିଲା। ଲାଗୁଥିଲା ଏହି ସୀମତି ଯୁଦ୍ଧ ପୂର୍ଣ୍ଣଯୁଦ୍ଧରେ ପରିଣତ ହେବାକୁ ଯାଉଛି। ହୁଏତ ଏହି ଯୁଦ୍ଧ ପରମାଣଉ ଯୁଦ୍ଧର ରୂପ ନେଇପାରେ। ଏହିପରି ଭୟଙ୍କର ଚିନ୍ତା ଓ ଆଶଙ୍କା ଭିତରେ ହଠାତ ଆସିଥିଲା ଯୁଦ୍ଧ ବିରତିର ଖବର। ଖବର ଯାହକୁ…

Read More