Author: Purva Paksha

ପାକିସ୍ତାନ ଯେତେ ଫାଙ୍କୁ, ସୋସିଆଲ ମିଡିଆରେ ମିଛ ସୂଚନାରେ ଯେତେ ଜାଲ ବୁଣୁ ସତ ଧିରେ ଧିରେ ପଦାକୁ ଆସୁଛି । ସତକୁ ସବୁଦିନ କବର ଦିଆଯାଇପାରେନା । ସତ, ଦିନେ ନା ଦିନେ କବର ଭିତରୁ ମୁଣ୍ଡ କାଢ଼େ । ଏବେ ପାକିସ୍ତାନରେ ସେଇଆ ହେଉଛି । ସୋସିଆଲ ମିଡିଆରେ ଲମ୍ବା ଚୌଡ଼ା ଲେଖା, ଫେକ୍ ଭିଡିଓ କିଛି ବି ପାକିସ୍ତାନର ବେଇଜତିକୁ ଲୁଚାଇ ପାରୁନି । ଏବେ ଖବର ଆସୁଛି ଯେ, ଭାରତୀୟ ଏୟାର ଷ୍ଚ୍ରାଇକରେ ପାକିସ୍ତାନୀ ବାୟୁସେନାର ୨୦ ପ୍ରତିଶତ ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି । ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ଭାରତର ଆକ୍ରମଣରେ ପାକିସ୍ତାନର ଏକ ଡଜନରୁ ଅଧିକ ସାମରିକ ଅଡ୍ଡାକୁ ଗୁରୁତର କ୍ଷତି ପହଞ୍ଚିଛି। ଭାରତର ସଠିକ୍ ଆକ୍ରମଣରେ ପାକିସ୍ତାନ ବାୟୁସେନାର ପ୍ରାୟ ୨୦ ପ୍ରତିଶତ ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଭାରତର ପିନ୍-ପଏଣ୍ଟ ଆକ୍ରମଣ ଯୋଗୁଁ ପାକିସ୍ତାନ ବାୟୁସେନାର ଅନେକ…

Read More