Author: Purva Paksha

ଆମ ଦେଶ ଭାରତ ବିଭିନ୍ନ ସମ୍ପ୍ରଦାୟ ଓ ଧର୍ମର ଲୋକମାନଙ୍କୁ ନେଇ ବିବିଧତାରେ ପରିପୂର୍ଣ୍ଣ। ଦେଶରେ ସାମାଜିକ ସୁରକ୍ଷା ଏବେ ବଡ଼ ସମସ୍ୟା ହୋଇ ମୁଣ୍ତ ଟେକୁଛି। ଏହିସବୁ ଘଟଣାରେ ବିଭିନ୍ନ ରାଜନୀତିକ ପ୍ରତିକ୍ରିୟା ନେଇ ପ୍ରତିଦିନ ଚର୍ଚ୍ଚା ଚାଲୁଛି। କିନ୍ତୁ ଗତ କିଛିବର୍ଷ ଧରି ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଛି- ତାହା ହେଲା ସାମାଜିକ ସଚେତନତା ଓ ସର୍ବସାଧାରଣ ପ୍ରତିକ୍ରିୟା ଯେଉଁଠି ଆବଶ୍ୟକ, ସେଠି ଦେଶର ପ୍ରମୁଖ ମୁସଲିମ ବୁଦ୍ଧିଜୀବୀ, ଶିକ୍ଷିତ ବର୍ଗ ଓ ବଲିଉଡର ପ୍ରଭାବଶାଳୀ କଳାକାରମାନେ କେଉଁଠି? କେଉଁ ବିଷୟରେ ପ୍ରତିକ୍ରିୟା ଦେଉଛନ୍ତି? କେଉଁ ବିଷୟରେ ନୀରବ ରହୁଛନ୍ତି? ଏହି ନୀରବତା କ’ଣ ଉଦ୍ଦେଶ୍ୟପୂର୍ଣ୍ଣ? କିମ୍ବା ସାମାଜିକ ଭୟ, ରାଜନୀତିକ ଚାପ ଓ ସାର୍ବଜନୀନ ଭ୍ରମବୋଧର ପରିଣାମ? ‘‘ହ୍ୱାଇଟ କଲର ଆତଙ୍କବାଦ”- ଘଟଣା, ଗିରଫ ଓ କେନ୍ଦ୍ରୀୟ ପ୍ରଶ୍ନ’’ ଆଜିର ଆଲୋଚନାରେ ଆମେ ଦେଶର ଭିତରେ ଘଟିଥିବା ଆତଙ୍କବାଦୀ ଘଟଣା, “ହ୍ୱାଇଟ କଲର ଟେରରିଜମ୍” ଉପରେ ହୋଇଥିବା…

Read More