Author: Purva Paksha

Naxal Encounter: ଛତିଶଗଡର ନାରାୟଣପୁର ଜିଲ୍ଲାରେ ଜିଲ୍ଲା ରିଜର୍ଭ ଗାର୍ଡ (DRG) ଯବାନଙ୍କ ସହ ଏନକାଉଣ୍ଟରରେ ପ୍ରାୟ ୩୦ ଜଣ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଥିବା ଶୀର୍ଷ ନକ୍ସଲ ନେତା ନାମ୍ବାଲା କେଶବ ରାଓ ଓରଫ ବାସଭରାଜଙ୍କ ସମେତ ପ୍ରାୟ ୩୦ ଜଣ ନକ୍ସଲ ନିହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ବାସଭରାଜ ନିଷିଦ୍ଧ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ସାଧାରଣ ସମ୍ପାଦକ ମଧ୍ୟ ଥିଲେ। ୧୯୭୦ ଦଶକରୁ ନକ୍ସଲ ଆନ୍ଦୋଳନର ଅଂଶ ଥିବା ଏବଂ ସାରାଦେଶରେ ସୁରକ୍ଷା ଏଜେନ୍ସି ଦ୍ୱାରା ଶିକାର ହେଉଥିବା ଏହି ଶୀର୍ଷ ନକ୍ସଲ ନେତାଙ୍କୁ ଜିଲ୍ଲା ରିଜର୍ଭ ଗାର୍ଡ (DRG) ବାହିନୀ ଦ୍ୱାରା ନିଷ୍କ୍ରିୟ କରାଯାଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ନାରାୟଣପୁର ଜିଲ୍ଲାର ଜଙ୍ଗଲ ଘେରା ଆବୁଝମାଡ଼ ଅଞ୍ଚଳରେ ପୂର୍ବରୁ ଏକ ବଡ଼ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିଲା, ଯେଉଁଠାରେ ନକ୍ସଲ…

Read More