Author: Purva Paksha

ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ନେଇ ବିରାମ ଲାଗିଥିବା ବେଳେ ରୁଷ୍‍ – ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟକଲା ଭଳି ତଥ୍ୟା ସମ୍ନାକୁ ଆସିଛି। ନିଜ ଦେଶ ଫେରିବ ୬୦୦୦ ସୈନିକଙ୍କ ଶବ। ଏହି ଶବଗୁଡ଼ିକୁ ଉଭୟ ଦେଶ ପରିସ୍ପରକୁ ଫେରାଇବାକୁ ନେଇ ନିଷ୍ପତ୍ତି ହୋଇଛି । ରୁଷ୍‍ – ୟୁକ୍ରେନର ପ୍ରତିନିଧିମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ମଧ୍ୟରେ କିଛି କଥା ଉପରେ ସହମତି ପ୍ରକାଶ ପାଇଛି। ଏହି ଆଲୋଚନା ମଧ୍ୟରେ ଯୁଦ୍ଧରେ ସହୀଦ ହୋଇଥିବା ୬୦୦୦ ସୈନିକମାନଙ୍କ ଶବଙ୍କୁ ଅଦଳବଦଳ କରିବାକୁ ନେଇ ଦୁଇ ଦେଶ ରାଜି ହୋଇଛନ୍ତି । ଦୁଇ ଦେଶ ଯୁଦ୍ଧ ବନ୍ଦୀ ଏବଂ ୬୦୦୦ ସୈନିକମାନଙ୍କ ଶବଙ୍କୁ ଅବଦ ବଦଳ ପାଇଁ ରାଜି ହୋଇଛନ୍ତି । ଇସ୍ତାବୁଲରେ ହୋଇଥିବା ଆଲୋଚନାରେ ଯୁବ ସୈନିକ ଓ ଗମ୍ଭୀରଭାବେ ରୋଗରେ ପିଡ଼ିତଥିବା ସୈନିକମାନଙ୍କୁ ମୁକ୍ତ କରିବା ଉପରେ ବି…

Read More