Author: Purva Paksha

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେକର୍ଡ ୯ମ ଥର ପାଇଁ ଆଜି ବଜେଟ ଉପସ୍ଥାପନ କରିଛନ୍ତି। ପ୍ରାୟ ୧ ଘଣ୍ଟା ୨୫ ମିନିଟର ବଜେଟ ଭାଷଣରେ ସେ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ୨୦୪୭ ବିକଶିତ ଭାରତ ଲକ୍ଷ୍ୟରେ ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମୋଟ ବଜେଟ ୫୩ ଲକ୍ଷ କୋଟି ଟଙ୍କା ଟପିଛି।  ତେବେ ଏତେ ପରିମାଣର ବଜେଟକୁ ସାଧାରଣ ଲୋକ ବୁଝିବା ବେଶ ମୁସ୍କିଲ। ତେଣୁ ୧ ଟଙ୍କାରେ ପୂରା ବଜେଟ୍‌ର ହିସାବ ଜାଣନ୍ତୁ… ଟଙ୍କାଟିଏ ଆସିବ କେଉଁଠୁ ଋଣ ଓ ଅନ୍ୟାନ୍ୟ ଦାତା- ୨୪ ପ. କର୍ପୋରେସନ ଟିକସ- ୧୮ ପ. ଆୟକର- ୨୧ ପ. ସୀମା ଶୁଳ୍କ- ୪ ପ. କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ – ୬ ପ. ଜିଏସଟି ଓ ଅନ୍ୟାନ୍ୟ ଟିକସ – ୧୫ ପ. ଅଣ ଟିକସ – ୧୦ ପ. ଅଣ ପୁଞ୍ଜି ଋଣ- ୨ ପ. ଟଙ୍କାଟିଏ…

Read More