Author: Purva Paksha

ପ୍ରତିରକ୍ଷା ବିଭାଗ ପାଇଁ ବଜେଟରେ ମୋଟ ୭.୮୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପୂର୍ବବର୍ଷ ବଜେଟରେ ପ୍ରତିରକ୍ଷା ବିଭାଗକୁ ୬.୮୧ ଲକ୍ଷ କୋଟି ଟଙ୍କା ମିଳିଥିଲା। ଅର୍ଥାତ ପ୍ରତିରକ୍ଷା ବଜେଟରେ ୧୫% ବୃଦ୍ଧି କରାଯାଇଛି।  ପାକିସ୍ତାନ ଓ ଚୀନ୍‍ ପଟୁ ସମ୍ଭାବ୍ୟ ବିପଦ ରହୁଥିବାବେଳେ କେନ୍ଦ୍ର ସରକାର ନିୟମିତଭାବେ ସାମାରିକ ପ୍ରସ୍ତୁତି ଓ ଅତ୍ୟାଧୁନିକ ପ୍ରତି ଯତ୍ନବାନ ରହିଥିବା ଏହି ବଜେଟ ବ୍ୟୟବରାଦରୁ ସ୍ପଷ୍ଟ ହୋଇଛି। ସବୁଠାରୁ କୌତୁହଳର ବିଷୟ ହେଲା, ନିଜର ୧ ଘଣ୍ଟା ୨୫ ମିନିଟର ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ବିଭାଗ ସହ ଜଡ଼ିତ କୌଣସି ନିର୍ଦ୍ଦିଷ୍ଟ ନୀତି ସମ୍ପର୍କରେ କହିନଥିଲେ। କିନ୍ତୁ ବେଶ ସତର୍କତାର ସହ ପ୍ରତିରକ୍ଷାକୁ ଅଧିକ ମଜବୁତ କରିବା ପାଇଁ ବଜେଟରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି।  Defence Ministry allocated a budget of Rs 7.8 lakh crore for the year 2026-27. Defence…

Read More