Author: Purva Paksha

ପରିଶ୍ରମରେ ରୋଜଗାର କରୁଥିବା ଟଙ୍କାକୁ ସୁରକ୍ଷିତ ରଖିବା ଲାଗି ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟ ଖୋଲିବା ସୁବିଧା ପ୍ରଦାନ କରାଯାଇଥାଏ। ଟଙ୍କା ସହ ଆପଣ ବ୍ୟାଙ୍କରେ ନିଜର ଦାମୀ ସୁନା, ଜରୁରୀ କାଗଜପତ୍ର ଆଦି ମଧ୍ୟ ଜମା କରିପାରିବେ। ଏଥିଲାଗି ବ୍ୟାଙ୍କ ଆପଣଙ୍କୁ ଲକର୍ ସୁବିଧା ପ୍ରଦାନ କରିଥାଏ। ନିକଟରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବ୍ୟାଙ୍କ ଲକର ଫିସ୍ ଏବଂ ସୁରକ୍ଷା ସମ୍ବନ୍ଧିତ ନିୟମରେ ଜରୁରୀ ପରିବର୍ତ୍ତନ କରାଯାଇଛି। ଏହା ଏସବିଆଇ, ପିଏନବି, ଆଇସିଆଇସିଆଇ ବ୍ୟାଙ୍କ ସମେତ ଦେଶର ଟପ୍ ବ୍ୟାଙ୍କ ଉପରେ ଲାଗୁ ହେବ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଲକର (ପିଏନବି ଲକର ଫିସ): ଯଦି ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାମାଞ୍ଚଳ ଶାଖାରେ ଏକ ଛୋଟ ଲକର କିଣନ୍ତି, ତେବେ ଆପଣଙ୍କୁ ଏଥିପାଇଁ ୧୨୫୦ ଟଙ୍କା ଦେବାକୁ ପଡ଼ିବ। ଯଦି ଆପଣ ମେଟ୍ରୋ ସହରରେ ଲକର କିଣନ୍ତି, ତେବେ ଆପଣଙ୍କୁ ଏକ ଛୋଟ ଲକର ପାଇଁ ୨୦୦୦ ଟଙ୍କା ଏବଂ ଏକ…

Read More