Author: Purva Paksha

ଯଦି ଆପଣ ଏକ ବଡ ସ୍କ୍ରିନ୍ ଟାବଲେଟ୍ କିଣିବାକୁ ପ୍ଲାନ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ବଜାରରେ ଏକକାଳୀନ ଦୁଇଟି ନୂଆ ଟାବଲେଟ୍ ଲଞ୍ଚ କରାଯାଇଛି । ଆସର କମ୍ପାନୀ ଦ୍ୱାରା ଦୁଇଟି ଟାବଲେଟ୍ ଲଞ୍ଚ କରାଯାଇଛି । ଆସର ଦ୍ୱାରା ଉପସ୍ଥାପିତ ଟାବଲେଟ୍ ଗୁଡିକ ହେଉଛି ଆସର ଆଇକନିକ ୮.୭ ଏବଂ ଆସର ଆଇକନିଆ ୧୦.୩୬ । ଉଭୟ ଟାବଲେଟ୍ ଆଉଟ୍ ଅଫ ଦି ବକ୍ସ ଆଣ୍ଡ୍ରଏଡ୍ ୧୪ କୁ ସପୋର୍ଟ କରେ । ଯଦି ଆପଣ ଓଟିଟି ଷ୍ଟ୍ରିମିଂ କିମ୍ବା ପ୍ରତିଦିନର କାର୍ଯ୍ୟ ପାଇଁ ଏକ ଶସ୍ତା ଟ୍ୟାବଲେଟ୍ ଖୋଜୁଛନ୍ତି, ତେବେ ଏସରର ଏହି ନୂଆ ମଡେଲଗୁଡ଼ିକ ଆପଣଙ୍କ ପାଇଁ ଏକ ଭଲ ଅପ୍ସନ ହୋଇପାରେ । ତେବେ ଆସନ୍ତୁ ଆସର ଆଇକୋନିଆ ୮.୭ ଏବଂ ଆସର ଆଇକୋନିଆ ୧୦.୩୬  ବିଷୟରେ ଜାଣିବା । କମ୍ ମୂଲ୍ୟରେ ଆସର ଆଇକୋନିଆ ୮.୭ ଅନେକ…

Read More