Author: Purva Paksha

Maharashtra Assembly Election Result: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ପରେ ମଧ୍ୟ ବିଜୟର ଖୁସି ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମୁହଁରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହାୟୁତି ମେଣ୍ଟର ସବୁଠାରୁ ବଡ଼ ଦଳ ହୋଇଥିଲେ ମଧ୍ୟ ବିଜେପି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ପାଇଁ କାର୍ଡ ଖୋଲିନାହିଁ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାରଥୀ ବିଜୟୀ ଏକନାଥ ସିନ୍ଦେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା କ୍ଷୀଣ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ବିଜେପି କର୍ମୀମାନେ ଚାହୁଁଛନ୍ତି ହସି ଲାବୋନ୍ ପେ ହେ ଦିଲ୍ ମେଁ ଶଗୁଫ୍ତଗି ତୋ ନହି, ୟେ ଇକ୍ ଲତିଫ ସା ଧୁତ୍ ହେ ଜିନ୍ଦଗୀ ତୋ ନହି, ସମଝା ରହା ହୁ କି ଅପନା ବନା ଲିୟା ହୈ ଉହ୍ନେ, ଇସି କା ନାମ ମୋହବତ କି ସାଦଗୀ ତୋ ନହି, ଲଗା ରହା ହୁଁ ଲାବୋନ କି ହସି ସେ ଅନୁମାନ କି ମେରେ…

Read More