Author: Purva Paksha

Maharashtra Assembly Election Result: ମହାରାଷ୍ଟ୍ର ରାଜନୀତି ପାଇଁ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ବିଧାନସଭା ନିର୍ବାଚନର ଫଳାଫଳ ଆସିଛି। ଏହି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛି। ଶାସକ ମେଣ୍ଟ ୨୮୮ ବିଧାନସଭା ଆସନରୁ ଦୁଇ ତୃତୀୟାଂଶରୁ ଅଧିକ ଆସନରେ ବିଜୟୀ ହୋଇଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଉଦ୍ଧବ ଠାକରେଙ୍କର ଭବିଷ୍ୟତ କ’ଣ ହେବ? ମହାରାଷ୍ଟ୍ରରେ ମହାୟୁତିର ବିଜୟ ଦୁଇ ତୃତୀୟାଂଶ ଅତିକ୍ରମ କରିଛି ସିନ୍ଦେ ଗୋଷ୍ଠୀର ଶିବସେନା ତୁଳନାରେ ବିରୋଧୀ ମେଣ୍ଟ ଏମଭିଏକୁ କମ୍ ଆସନ ମିଳିଛି ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା ଲାଗିଲା, ମୁସଲମାନମାନ ତୁଷ୍ଟୀକରଣ ଘୋର ପରାଜୟର କାରଣ? ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା ଦେଇଛି। ଏକନାଥ ସିନ୍ଦେଙ୍କ ଶିବସେନାକୁ ୫୬ଟି ଆସନ ମିଳିଥିବାବେଳେ ଉଦ୍ଧବ ଠାକରେଙ୍କ ଶିବସେନାକୁ ମାତ୍ର ୨୧ଟି ଆସନ ମିଳିଛି । ତେବେ ଉଦ୍ଧବ…

Read More