Author: Purva Paksha

Maharastra Election Result: ଲୋକସଭା ନିର୍ବାଚନରେ ‘ମାନସିକ ବିଜୟ’ ପରେ ଆତ୍ମବିଶ୍ୱାସୀ ବିରୋଧୀ ଦଳମାନେ ହରିୟାଣା ଓ ମହାରାଷ୍ଟ୍ରରେ ନିଜର ରଣନୀତିର ପୁନରାବୃତ୍ତି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ’ବଟୋଗେ ତୋ କଟୋଗେ’ ସ୍ଲୋଗାନ ସେମାନଙ୍କ ଆଶାକୁ ଧୂଳିସାତ୍ କରିଦେଇଛି। ଫଳରେ ୭ ମାସ ଭିତରେ ମହାରାଷ୍ଟ୍ର ଓ ୟୁପି ମତଦାତାମାନେ ବିରୋଧୀ ଦଳକୁ ହତାଶ୍‍ କରିଛନ୍ତି। ଲୋକସଭା ନିର୍ବାଚନରେ ୟୁପି ଓ ମହାରାଷ୍ଟ୍ରରେ ବିଜେପିକୁ ବଡ଼ ଝଟକା ଲାଗିଛି ହିନ୍ଦୁମାନଙ୍କୁ ଜାତିରେ ବିଭକ୍ତ କରିବାର ରଣନୀତିରେ ବିରୋଧୀ ସଫଳ ହୋଇଥିଲେ ଏଥର ମହାରାଷ୍ଟ୍ର ନିର୍ବାଚନ ଓ ୟୁପି ଉପନିର୍ବାଚନରେ ବିଜେପି ପୁଣି ଥରେ ବିଜୟୀ ହୋଇଛି ହରିୟାଣା ନିର୍ବାଚନରେ ବିରୋଧିଙ୍କ ଅପପ୍ରଚାର ଅନ୍ତ ହେବା ଆରମ୍ଭ ହୋଇଥିବାବେଳେ ମହାରାଷ୍ଟ୍ରରେ ପୂରା ଅନ୍ତ ହୋଇଛି। ବଟୋଗେ ତୋ କଟୋଗେ’ର ଆହ୍ୱାନ ହିନ୍ଦୁ ଭୋଟରଙ୍କ ମନରେ ଏକତାର ମଶାଲ ଜଳାଇଥିଲା ଯେ, ବିନା ନିଆଁରେ ବିରୋଧିଦଳଗୁଡ଼ିକ ଛିନଛତ୍ର ହୋଇଯାଇଛନ୍ତି। ତୃତୀୟ ଥର ପାଇଁ…

Read More