Author: Purva Paksha

Jharakhand Assemby Election Result: ଝାରଖଣ୍ଡ ନିର୍ବାଚନରେ ଇଣ୍ଡିଆ ବ୍ଲକର ଚମତ୍କାର ପ୍ରଦର୍ଶନ ପଛରେ ଅନେକ ରଣନୈତିକ ଏବଂ ପରିସ୍ଥିତିଗତ କାରଣ ରହିଛି। ଇଣ୍ଡି ମେଣ୍ଟ କେବଳ ସ୍ଥାନୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେଇନଥିଲା ବରଂ ଆଞ୍ଚଳିକ ଦଳଗୁଡ଼ିକର ଏକତା ଏବଂ ବିଜେପିର ରଣନୈତିକ ଦୁର୍ବଳତା ମଧ୍ୟ ଇଣ୍ଡି ମେଣ୍ଚର ଉତ୍ତମ ପ୍ରଦର୍ଶନରେ ସହାୟକ ହୋଇଥିଲା। ୮୧ ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ଶନିବାର ଭୋଟ ଗଣତି ବିଜେପିର କ୍ଷମତାକୁ ଫେରିବା ସ୍ୱପ୍ନ ଉପରେ ପାଣି ଢାଳିଦେଇଛି। ଇଣ୍ଡିଆ ବ୍ଲକ ଖାତାକୁ ୫୫ ଆସନ ଯାଇଥିବାବେଳେ ବିଜେପି ମାତ୍ର ୨୨ ଆସନ ପାଇଛି। ଝାରଖଣ୍ଡ ନିର୍ବାଚନରେ ଇଣ୍ଡିଆ ବ୍ଲକର ଚମତ୍କାର ପ୍ରଦର୍ଶନ ପଛରେ ଅନେକ ରଣନୈତିକ ଏବଂ ପରିସ୍ଥିତିଗତ କାରଣ ରହିଛି। ଇଣ୍ଡି ମେଣ୍ଟ କେବଳ ସ୍ଥାନୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେଇନଥିଲା ବରଂ ଆଞ୍ଚଳିକ ଦଳଗୁଡ଼ିକର ଏକତା ଏବଂ ବିଜେପିର ରଣନୈତିକ ଦୁର୍ବଳତା…

Read More