Author: Purva Paksha

Maharastra Assebly Election: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ସୂତ୍ର ଅନୁସାରେ ଆରଏସଏସ ଏବଂ ବିଜେପି ରାଜ୍ୟରେ ସରକାର ଚଳାଇବା ପାଇଁ ଫର୍ମୁଲା ସ୍ଥିର କରିଛନ୍ତି। ପ୍ରଥମ ଅଢ଼େଇ ବର୍ଷ ପାଇଁ ଫଡନାଭିସ ଏବଂ ପରବର୍ତ୍ତୀ ଅଢ଼େଇ ବର୍ଷ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରହିବେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଫଡନାଭିସଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବ । ମହାରାଷ୍ଟ୍ରରେ ବିଜେପିକୁ ସବୁଠାରୁ ବଡ଼ ବିଜୟ ଦେଇଥିବା ଦେବେନ୍ଦ୍ର ଫଡନାଭିସ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ସୂତ୍ର ଅନୁସାରେ ଆରଏସଏସ ଏବଂ ବିଜେପି ରାଜ୍ୟରେ ସରକାର ଚଳାଇବା ପାଇଁ ଫର୍ମୁଲା ସ୍ଥିର କରିଛନ୍ତି। ପ୍ରଥମ ଅଢ଼େଇ ବର୍ଷ ପାଇଁ ଫଡନାଭିସ ଏବଂ ପରବର୍ତ୍ତୀ ଅଢ଼େଇ ବର୍ଷ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରହିବେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଫଡନାଭିସଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବ…

Read More