Author: Purva Paksha

Role of RSS in Maharastra Assembly Election: ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ମହାରାଷ୍ଟ୍ର ଭୋଟରୁ ବାହାରକୁ ଆସିଛି, ତାହା ହେଲା ସଂଘରେ ହିଁ ଶକ୍ତି । ସଂଘ ଶରଣ ଗଛାମୀ, ବିଜେପିକୁ ମହାରାଷ୍ଟ୍ର ରାଜନୀତିର ଗୋଲକଧନ୍ଦାଙ୍କୁ ଭାଙ୍ଗିବାରେ ସାହାଯ୍ୟ କରିଛି । ମହାରାଷ୍ଟ୍ର ନିର୍ବାଚନ ଫଳାଫଳରୁ ଦୁଇଟି କଥା ସ୍ପଷ୍ଟ ହୋଇଛି। ଗୋଟିଏ ହେଉଛି ଭୋଟର କୌଣସି ଦଳ କିମ୍ବା ନେତାଙ୍କୁ ଏଥିପାଇଁ ସମର୍ଥନ ଦେବାକୁ ପ୍ରସ୍ତୁତ ନାହାନ୍ତି ଯେ,ସେହି ବ୍ୟକ୍ତି ଅମୁକ ବ୍ୟକ୍ତିଙ୍କର ପୁଅ କିମ୍ବା ଝିଅ। ପାରିବାରିକ ରାଜନୀତିକୁ ମହାରାଷ୍ଟ୍ର ଭୋଟର ଶକ୍ତ ଚାପୁଡ଼ା ଦେଇ ମହାରାଷ୍ଟ୍ର ରାଜନୀତିରେ ଥାକରେ ପରିବାରର ପ୍ରଭାବକୁ ବର୍ତ୍ତମାନ ପାଇଁ ଏକରକମ ଶେଷ କରିଦେଇଛନ୍ତି। ମୋ ପିତାଙ୍କ ଦଳ ମୋଠାରୁ ଚୋରାଇ ନିଆଯାଇଛି ବୋଲି ଉଦ୍ଧବ ଥାକରେଙ୍କ ଇମୋସନାଲ ଅପିଲ ଭୋଟରଙ୍କୁ ଇମୋସନାଲ ଅତ୍ୟାଚାର ଲାଗିଛି। ଆଉ ଉତ୍ତର ହେଉଛି ଗୋଟିଏ ସମୟରେ ମହାରାଷ୍ଟ୍ର ରାଜନୀତିରେ ଯେଉଁ ଦଳର ପତାକା ଉଡ଼ୁଥିଲା…

Read More