Author: Purva Paksha

APAAR ID:ସାରାଦେଶରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ସ୍ୱତନ୍ତ୍ର ପରିଚୟ ବ୍ୟବସ୍ଥା ‘ଆପାର ଆଇଡି’ ପ୍ରସ୍ତୁତ ଏପର୍ଯ୍ୟନ୍ତ ରାଜ୍ୟରେ ମାତ୍ର ୧୦ ପ୍ରତିଶତ ରହିଛି। ଦେଶରେ ‘ୱାନ୍ ନେସନ୍, ୱାନ୍ ଷ୍ଟୁଡେଣ୍ଟ୍ ଆଇଡି’ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି (ଏପିଏଏଆର) ଆଇଡି ପ୍ରସ୍ତୁତ ଓଡ଼ିଶାରେ ଅତ୍ୟନ୍ତ କମ୍ ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏଚଏସଇ) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାରାଦେଶରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ସ୍ୱତନ୍ତ୍ର ପରିଚୟ ବ୍ୟବସ୍ଥା ‘ଆପାର ଆଇଡି’ ପ୍ରସ୍ତୁତ ଏପର୍ଯ୍ୟନ୍ତ ରାଜ୍ୟରେ ମାତ୍ର ୧୦ ପ୍ରତିଶତ ରହିଛି। ଗଞ୍ଜାମ, କୋରାପୁଟ ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅଧିକ ଥିବାରୁ ଆପାର ଆଇଡିର ଅଭାବନୀୟ ଭାବେ କମ୍ ପ୍ରସ୍ତୁତ ହେଉଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଡିଏଚଏସଇ ପରିସଂଖ୍ୟାନ ଅନୁଯାୟୀ, ସାମ୍ସ ପୋର୍ଟାଲରେ ନାମ…

Read More