Author: Purva Paksha

Bail Scheme For Poor Prisoners: ଏଥିରେ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍‍ ଡି. ୱାଇ. ଚନ୍ଦ୍ରଚୂଡ଼ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଶ୍ରମତୀ ମୁର୍ମୁ ତାଙ୍କ ଅଭିଭାଷଣରେ ଦେଶର ବିଭିନ୍ନ କୋର୍ଟରୁ ଜାମିନ ପାଇବା ପରେ ମଧ୍ୟ ଜାମିନଦାର ଓ ଅର୍ଥ ଅଭାବରୁ ଗରିବ ବନ୍ଦୀମାନେ କିପରି ଜେଲର ଚାରିକାନ୍ଥ ଭିତରେ ସଢ଼ୁଛନ୍ତି ସେହି ମସସ୍ୟାକୁ ଉପସ୍ଥାପିତ କରିଥିଲେ। ୨୦୨୩ ନଭେମ୍ବର ୨୬ ତାରଖରେ ନୂଆଦିଲ୍ଲୀରେ ପାଳନ ହେଉଥିଲା ସମ୍ବିଧାନ ଦିବସ। ଏହି ଉତ୍ସବରେ ମୁଖ୍ୟ ଅତିଥି ଥିଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିରେ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍‍ ଡି. ୱାଇ. ଚନ୍ଦ୍ରଚୂଡ଼ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଶ୍ରମତୀ ମୁର୍ମୁ ତାଙ୍କ ଅଭିଭାଷଣରେ ଦେଶର ବିଭିନ୍ନ କୋର୍ଟରୁ ଜାମିନ ପାଇବା ପରେ ମଧ୍ୟ ଜାମିନଦାର ଓ ଅର୍ଥ ଅଭାବରୁ ଗରିବ ବନ୍ଦୀମାନେ କିପରି ଜେଲର ଚାରିକାନ୍ଥ ଭିତରେ ସଢ଼ୁଛନ୍ତି ସେହି ମସସ୍ୟାକୁ ଉପସ୍ଥାପିତ କରିଥିଲେ। ଏହି…

Read More