Author: Purva Paksha

ଯୋଗାଯୋଗ ବୃଦ୍ଧି ପାଇଁ ଜାନୁଆରୀ ୨୦୨୫ରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁଇଟି ସ୍ଥାନକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଇଣ୍ଡିଗୋ ଜାନୁଆରୀ ପହିଲାରୁ ସପ୍ତାହକୁ ୪ ଦିନ ଇନ୍ଦୋର ଏବଂ ଡେରାଡୁନକୁ ସପ୍ତାହକୁ ୩ ଦିନ ବିମାନ ଚଳାଚଳ କରିବ। ଭୁବନେଶ୍ୱରରୁ ଏହି ବିମାନଗୁଡ଼ିକର ପ୍ରସ୍ଥାନ ସମୟ ଅପରାହ୍ନ ୩ଟା ରହିଛି। ଜାନୁଆରୀ ୪ ତାରିଖରୁ ସକାଳ ୬ଟା ୧୫ରେ ନୂଆ ବେଙ୍ଗାଲୁରୁ ବେସ୍ ଏବଂ ୧୨ଟା ୨୦ରେ ବେସ୍ ଆରାଇଭାଲ୍ କରିବାକୁ ଯୋଜନା କରୁଛି। ଜାନୁଆରୀ ୩ରୁ ଭୁବନେଶ୍ୱରରେ ସପ୍ତାହକୁ ୩ ଦିନ ଲକ୍ଷ୍ନୌ ଓ ଜୟପୁରକୁ ସିଧାସଳଖ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଚଳାଚଳ କରିବା ସହ କୋଚିକୁ ଦୈନିକ ବିମାନ ଚଳାଚଳ କରିବ। ଏହାବ୍ୟତୀତ ଭୁବନେଶ୍ୱରରୁ ୫ଟି ନୂଆ ଗନ୍ତବ୍ୟସ୍ଥଳ ସହ ଏହାର ନେଟୱାର୍କ ବିସ୍ତାର କରିବାକୁ ଯୋଜନା କରିଛି, ଯାହା ସହରର ବିମାନ ଯୋଗାଯୋଗକୁ…

Read More