Author: Purva Paksha

Waqf bill : ୱାକଫ୍ ସଂଶୋଧନ ବିଲ୍ ପାଇଁ ଜେପିସିର କାର୍ଯ୍ୟକାଳ ବଢ଼ାଇବାକୁ ବିରୋଧୀ ସାଂସଦମାନେ ଦାବି କରି ଆସୁଛନ୍ତି। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ ହିତାଧିକାରୀମାନଙ୍କୁ ସେମାନଙ୍କ ମାମଲା ଉପସ୍ଥାପନ କରିବା ପାଇଁ ଅଧିକ ସମୟ ଆବଶ୍ୟକ, କାରଣ ପ୍ୟାନେଲ କେବଳ ୨୫ ଥର ବୈଠକ କରିଛି। ବିଜେପିର ନିଶିକାନ୍ତ ଦୁବେ ସମୟସୀମା ମଧ୍ୟରେ ସଂଶୋଧନ ପାଇଁ ପ୍ରସ୍ତାବ ଆଗତ କଲେ ପୂର୍ବରୁ ସମାନ ଦାବିନେଇ ବିରୋଧୀ ସାଂସଦମାନେ ଓ୍ଵାକ୍ ଆଉଟ୍ କରିଥିଲେ ଅବଧି ବୃଦ୍ଧି ଦାବି କଲେ ବିରୋଧୀ ସାଂସଦ, କହିଲେ ଅଧିକ ସମୟ ଦରକାର ନଭେମ୍ବର ୨୯ ସୁଦ୍ଧା ସଂସଦୀୟ କମିଟି ଓ୍ଵାକଫ୍ ବିଲ୍ ରିପୋର୍ଟ ଦାଖଲ କରିବ ବିଜେପି ସାଂସଦ ନିଶିକାନ୍ତ ଦୁବେ ୱାକଫ୍ ସଂଶୋଧନ ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ପାଇଁ ଅଧିକ ସମୟ ମାଗିଥିବା ବେଳେ ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ଅଧ୍ୟକ୍ଷ ଜଗଦମ୍ବିକା ପାଲ ତରବରିଆ…

Read More